ଦେଶ
ସରକାର ଗଠନ ପାଇଁ ନୀତୀଶଙ୍କ ଦାବି – Ibnodisha

[ad_1]
ବିହାର : ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ ନୀତୀଶ ା ରାଜ୍ୟପାଳଙ୍କୁ ଏନଡିଏ ସମର୍ଥନ ପତ୍ର ଦେଲେ ନୀତୀଶ । ୧୨୮ ବିଧୟକଙ୍କ ସମର୍ଥନ ପତ୍ର ଦେଲ ନୀତୀଶ । ୭୪ ବିଜେପି, ୪୫ ଜେଡିୟୁ, ୪ ଏଚଏଏମ, ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । ସଂଧ୍ୟା ୫ଟାରେ ଶପଥ ନେବେ ନୀତୀଶ କୁମାର । ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ ।
୪୨୦ରନ୍ରେ ଇଂଲଣ୍ଡ ଟିମ୍ ଅଲଆଉଟ୍
[ad_2]




