ଅପରାଧ

ସୂଚନା ଅଧିକାରୀ କର୍ମୀଙ୍କୁ  ଦୁର୍ବ୍ୟବହାର, ଥାନାରେ ଏତେଲା – Ibnodisha

[ad_1]

କାକଟପୁର 29/1 କାକଟପୁର ବ୍ଲକ ଅନ୍ତର୍ଗତ ଭଣ୍ଡାଘର ଗ୍ରାମ ପଞ୍ଚାୟତ ମହାସଙ୍ଘ ରେ mbk, crp, bank mitra ନିଯୁକ୍ତିରେ ଅନିୟମିତତା, ଦୁର୍ନୀତି ହୋଇଥିବା କୁ ନେଇ ସୂଚନା ଅଧିକାରୀ କର୍ମୀ ସର୍ଫରାଜ ଖାନ ତଥ୍ୟ ମାଗିବା ପାଇଁ  କାକଟପୁର ବ୍ଲକ ମିଶନ ଶକ୍ତି ଗୃହ ର ନୋଡାଲ ଅଧିକାରୀ ଙ୍କ ନିକଟକୁ ଯାଇଥିଲେ l ଏହି ସମୟରେ
ଭଣ୍ଡାଘର ଗ୍ରାମ ପଞ୍ଚାୟତ ର ସଭାନେତ୍ରୀ, ତାଙ୍କ ସ୍ୱାମୀ ଓ ଝିଅ ସୂଚନା ଅଧିକାରୀ କର୍ମୀ ସର୍ଫରାଜ ଙ୍କୁ ଦୁର୍ବ୍ୟବ୍ୟବହାର କରିବା ସହ ବିଭିନ୍ନ ଧମକ ଦେଇଥିବା ନେଇ ସେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button