ରାଜ୍ୟ

ମୋ ସାନ ପୁଅ ବିଧାନସଭା ପାଇଁ ଲଢ଼ିବ : ନରସିଂହ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର : ୨୦୨୪ ନିର୍ବାଚନ ଲଢିବେ ନାହିଁ କହିଲେ ବରିଷ୍ଠ ନେତା ନରସିଂହ ମିଶ୍ର । ସାନପୁଅକୁ ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛାପ୍ରକାଶ କଲେ । ୫ଟି କର୍ମୀ ସମାବେଶରୁ କର୍ମୀମାନେ ସେମାନଙ୍କର ଇଚ୍ଛା ଜଣାଇଛନ୍ତି । ଏଆଇସିସି ଜଣାଇଛି, ପୁଅ ଲୋକସଭାରୁ ଲଢିଥିଲା, ଏଥର ବିଧାନସଭା ପାଇଁ ଲଢ଼ିବ। ଲୋକସଭା ପାଇଁ ଭଲ ପ୍ରାର୍ଥୀ ଖୋଜା ଚାଲିଛି ବୋଲି କହିଲେ ନରସିଂହ ମିଶ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button