ଦେଶ

ବିଦେଶୀ ମଦ ସହ କାର୍‌‌ ଜବତ – Ibnodisha

[ad_1]

ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଙ୍ଗଳବାର ହାଣ୍ଡିଆଶିଲ ନିକଟରୁ ବିଦେଶୀ ମଦ ସହ ଏକ କାର୍‌‌କୁ ଜବତ କରାଯାଇଛି। ୧୬.୮୬ ଲିଟର ପରିମାଣର ଭାରତ ତିଆରି ବିଦେଶୀ ମଦ ଭର୍ତ୍ତି ବୋତଲ ସହ ରାଜେନ୍ଦ୍ର ମଣ୍ଡଳ ନାମକ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଛି। ପାଟଣା ଅବକାରୀ ଥାନାଧିକାରୀ ପ୍ରିୟମ୍ବିତା ଓଝା, ଅବକାରୀ ବିଭାଗର ସୁନାରାମ ଟୁଡୁ, ସୁରେଶ ଚନ୍ଦ୍ର ବେହେରା, ରାଜୀବଲୋଚନ ନାଏକ ଓ ସଞ୍ଜିତ କୁମାର ସ୍ୱାଇଁ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button