IBN ଓଡ଼ିଶା ବ୍ୟୁରୋ

Malika Bachana:ଯୁଦ୍ଧରେ ଋଷିଆ ମରିବ ଭାରତର ବି କ୍ଷତି ଘଟିବ ,ଗୋଟି ଗୋଟି ସତ ହେଉଛି ମହା ପୁରୁଷଙ୍କ ବାଣୀ ଦେଖନ୍ତୁ ପ୍ରମାଣ

ନମସ୍କାର ବନ୍ଧୁଗଣ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ମାଳିକାରେ କେବଳ ଓଡ଼ିଶା ଆଉ ଭାରତ ବିଷୟରେ ଲେଖାଅଛି ତେବେ ଦର୍ଶକ ବନ୍ଧୁ ଖାଲି ଓଡ଼ିଶା କି ଭାରତ ନୁହେଁ ସାରା ବିଶ୍ୱର କଥା ଲେଖା ଅଛି ମାଳିକାରେ ତେବେ ଋଷିଆ ବିଷୟରେ କଣ ଲେଖା ଅଛି ମାଳିକାରେ ଆସନ୍ତୁ ଜାଣିବା | ମହାପୁରୁଷ ଲେଖିଲେ ଋଷିଆ ଦାରୁ ନିମନ୍ତେ ପଶିବ ବଡ଼ ଦେଉଳ ଦାରୁ ନପାଇ ପଥବଣା ହେବ ମରିବ ମର୍କଣ୍ଡ ଠାରେ ଦର୍ଶକ ବନ୍ଧୁ ମହାପୁରୁଷ କହିଛନ୍ତି ଏପରି ଏକ ସମୟ ଆଗକୁ ଆସିବ ପ୍ରଭୁ ଜଗନ୍ନାଥଙ୍କ ଦାରୁ ପାଇଁ ଋଷିଆ ଷଡ଼ଯନ୍ତ୍ର କରିବ ପାପିଙ୍କ ସହ ମିଶି ଯୋଜନା କରି ପୁରୀ ଶ୍ରୀମନ୍ଦିରରେ ପଶିବ ଆଉ ଦାରୁକୁ ନେବାପାଇଁ ଚେଷ୍ଟା କରିବ କିନ୍ତୁ ସେଠାରୁ ଦାରୁଙ୍କୁ ନେଇ ପାରିବ ନାହିଁ |

ମହାପୁରୁଷ କହିଲେ ଆଉ ସେହି ସମୟରେ ଋଷର ମୂଖ୍ୟ ଶାସକଙ୍କ ମୃତ୍ୟୁ ହେବ ମହାପୁରୁଷ ଆଉ ଏକ ତଥ୍ୟ ଦେଇଛନ୍ତି ଋଷିଆକୁ ନେଇ ମହାପୁରୁଷ କହିଲେ ଜାରଜାତ ସୁତ ପାଣ୍ଡବଙ୍କ ନାଥ ତାଦାମେ କପଡା ଥିବ ତୃତୀୟ ସମର ସେଦିନ ଆରମ୍ଭ ଉଷା ହେବ ଅଭିମୁଖ ଦର୍ଶକ ବନ୍ଧୁ ଖୋଲିଗଲା ଆଉ ଏକ ଗୁମର କଥା କେଉଁ ବାରରେ ତୃତୀୟ ସମର ହେବ ମହାପୁରୁଷ ସିଧା ସଳଖ କହିଲେ |

ତୃତୀୟ ବିଶ୍ଵଯୁଦ୍ଧ କଥା ୨୦୨୪ ରୁ ୨୦୨୯ ମଧ୍ୟରେ ସାରା ବିଶ୍ୱରେ ମହା ସମର ହେବ ଭାରତ ସହ ରୁଷିଆର ସମ୍ପର୍କ ଭାଙ୍ଗିଯିବ ତୃତୀୟ ବିଶ୍ଵଯୁଦ୍ଧ ସମୟରେ ଭାରତକୁ ଋଷିଆ ସାହାଯ୍ୟ କରିବ ନାହିଁ ଏହିସବୁ ଘଟଣା ୨୦୨୪ ରୁ ୨୦୨୯ ମଧ୍ୟରେ ଘଟିବ ଭାରତ ସହ ଶତ୍ରୁତା କରିବ ଋଷିଆ ଆଉ ଏହି ୫ ବର୍ଷ ଭିତରେ କେତେ ଗୁଡିଏ ତାଣ୍ଡବ ରାଚିବେ ବିଭିନ୍ନ ଯୁଗୁନି ଗଣ ଦର୍ଶକ ବନ୍ଧୁ ବଞ୍ଚିବାର ଗୋଟିଏ ହିଁ ମାର୍ଗ ପ୍ରଭୁଙ୍କ ଶରଣ ଏବଂ ସତ୍ୟ ପଥର ଅନୁସରଣ |

ଋଷ ଆଉ ଭାରତର ସମ୍ପର୍କ ଖରାପ ହେବା ପରେ ଆରମ୍ଭ ହେବ ଅସଲି ଖେଳ ଆଉ ଭାରତ ଓ ଋଷ ମଧ୍ୟରେ ଯୁଦ୍ଧ ହେବ ଭାରତରେ ଋଷ କିଛିଦିନ ଭାରତରେ ଶାସନ କରିବ ବୋଲି ମାଳିକା ପ୍ରମାଣିତ କରୁଛି ଆଉ ବ୍ରିଟିଶରେ ଥିବା ଭାରତର ଚୁମ୍ବକକୁ ମଧ୍ୟ ଭାରତକୁ ଆଣିବ ଋଷିଆ ଆଉ ତାରି ମଧ୍ୟ ଜଗନ୍ନାଥ ମନ୍ଦିର ଚୁଲାକୁ ଋଷ ନେବ ବୋଲି ମାଳିକା ପ୍ରମାଣିତ କରୁଛି ଯେତେବେଳେ ମନ୍ଦିରରୁ ଦାରୁ ନ ନେଇ ପାରିବ ଚୂଲାକୁ ନେଇଯିବ ବୋଲି ମାଳିକା ପ୍ରମାଣିତ କରୁଛି ତେବେ ସେହି ସମୟ ତ ନିକଟ ହୋଇ ଗଲାଣି |

Related Articles

Leave a Reply

Your email address will not be published. Required fields are marked *

Back to top button