ରାଜ୍ୟ

ପୁଲିସ ହାତରେ ନକଲି ସିବିଆଇ ଅଧିକାରୀ – Ibnodisha

[ad_1]

ରାଉରକେଲା : ଏ ଖାକି ପୋଷାକ ପିନ୍ଧା ବାବୁଙ୍କ ଫଟୋକୁ ଦେଖନ୍ତୁ। କାନ୍ଧରେ ୩ଟି ତାରକା ଲାଗିଛି। ମୁହଁରେ ପୁଲିସିଆ ଠାଣି। ଯିଏ ଦେଖିବେ ତାଙ୍କୁ ପୁଲିସ ବିଭାଗର ଜଣେ ବଡ଼ ଅଧିକାରୀ ଭାବିବେ। ବାବୁ ଜଣକ ବି ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଆସୁଥିଲେ। କିନ୍ତୁ ପ୍ରକୃତରେ ସେ ଜଣେ ଠକ। ଚାକିରି କରାଇ ଦେବି କହି ସୁନ୍ଦରଗଡ଼ ଗ୍ରାମାଞ୍ଚଳର ଚାକିରି ଆଶାୟୀ ନିରୀହ ଆଦିବାସୀ ଯୁବକ ଯୁବତୀଙ୍କୁ ଚୂନ ଲଗାଇଛନ୍ତି। ଠକେଇର ଶିକାର ୨ ଜଣ ଯୁବତୀ ଟାଉନଥାନାରେ ଏତଲା ଦେବାପରେ ତାଙ୍କ କାଳକାରନାମା ସାମ୍‌ନାକୁ ଆସିଛି। ପୁଲିସ ତାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।

ନିଖୋଜ ପିହୁର ମା’ଙ୍କୁ ଉଠାଇ ନେଲା ପୁଲିସ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button