ଦେଶ
କୃତଜ୍ଞତା ଜଣାଇଲେ ଲାଲକୃଷ୍ଣ ଆଡଭାନୀ – Ibnodisha

[ad_1]
ନୂଆଦିଲ୍ଲୀ : ଭାରତରତ୍ନ ଉପାଧି ପାଇଁ କୃତଜ୍ଞତା ଜଣାଇଲେ ଲାଲକୃଷ୍ଣ ଆଡଭାନୀ । ନମ୍ରତାର ସହ ସ୍ୱୀକାର କରୁଛି ବୋଲି ପ୍ରେସ୍ ରିଲିଜରେ ଜଣାଇଲେ । ଏହା ମୋ ପାଇଁ କେବଳ ସମ୍ମାନ ନୁହେଁ, ନୀତି ଓ ଆଦର୍ଶକୁ ସ୍ୱୀକୃତ । ଦକ୍ଷତା ମତେ ଦେଶ ପାଇଁ ଜୀବନବ୍ୟାପୀ ସେବାକୁ ମିଳିଛି ସ୍ୱୀକୃତି । ୧୪ ବର୍ଷରେ ଆରଏସଏସରେ ଯୋଗ ଦେଇ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରୁଥିଲି । ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ମିଳୁଥିଲା କରୁଥିଲି ବୋଲି ସେ କହିଛନ୍ତି ।
ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ; ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
[ad_2]




