ରାଜ୍ୟ

ନାବଳିକା ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ – Ibnodisha

[ad_1]

ଢେଙ୍କାନାଳ : ନବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ । ଦୋଷୀ ଶଙ୍କର୍ଷଣ ଦେହୁରୀଆଙ୍କୁ ଆଜୀବନ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୦ରେ କଙ୍କଡାହାଡ ଥାନା ଅଞ୍ଚଳରେ ଘଟିଥିଲ ଦୁଷ୍କର୍ମ ଓ ହତ୍ୟା । ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଶଙ୍କର୍ଷଣ ।

ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button