ରାଜ୍ୟ
ଚିଟଫଣ୍ଡ ସଂସ୍ଥାରେ ଇଡିର ଚଢ଼ାଉ – Ibnodisha

[ad_1]
ଭୁବନେଶ୍ୱର : ଚିଟଫଣ୍ଡ ସଂସ୍ଥା ଉପରେ ଇଡିର ବଡ ଧରଣର ଚଢ଼ାଉ ।ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଚିଠଫଣ୍ଡ ସଂସ୍ଥାରେ ଏହି ଚଢ଼ାଉ କରାଯାଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡିର ଚଢ଼ାଉ। ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର, ଛତ୍ରପୁର, ଚିକିଟି ଦିଗପହଣ୍ଡି ସମେତ ଓଡ଼ିଶାର ୧୦ଟି ସ୍ଥାନରେ ଏହି ରେଡ୍ ଚାଲିଛି। ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ଓ କିଛି କାର୍ଯ୍ୟକର୍ତ୍ତାଙ୍କ ଘରେ ବି ଚଢ଼ାଉ ଚାଲିଥିବା ସୂଚନା ରହିଛି।
[ad_2]




