ରାଜ୍ୟ

ଅର୍ପଣ ରଥକୁ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ପଦୁଟିଏ ବି କହିଲେନାହିଁ: ମୋହନ ମାଝୀ – Ibnodisha

[ad_1]

ଭୁବନେଶ୍ୱର: ଅର୍ପଣ ରଥକୁ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କଲେ ମୋହନ ମାଝୀ । ଅର୍ପଣ ରଥକୁ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ପଦୁଟିଏ ବି କହିଲେନାହିଁ । ଅର୍ପଣ ରଥ ଚାଉଳରେ ଉଷୁନା ମିଳିଥିବା ଯାଂଚ କମିଟି ସଦସ୍ୟ କହିଛନ୍ତି । ବାର ମିଶା ଚାଉଳ ଶ୍ରୀମନ୍ଦିର ଭିତରକୁ କେମିତି ଗଲା । ଅର୍ପଣ ରଥରୁ କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ବି ଦେଲେନି । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ । ଗଜପତି ମହାରାଜା ବି କହିଛନ୍ତି ଅର୍ପଣ ରଥ ମନ୍ଦିର ପ୍ରଶାସନ ନୁହେଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button