ଦେଶ

ଆଜି ବାହାରିବ ପାକିସ୍ତାନ ନିର୍ବାଚନର ଫଳାଫଳ – Ibnodisha

[ad_1]

ନୂଆଦିଲ୍ଲୀ: ପାକିସ୍ତାନରେ କିଏ ଗଢିବ ସରକାର, କାହାକୁ ମିଳିବ ବହୁମତ ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଶୁକ୍ରବାର ପାକିସ୍ତାନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଅପରାହ୍ନ ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ଗୁରୁବାର ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ମତଦାନ ଶେଷ ହୋଇଥିଲା। ଭୋଟ ଗ୍ରହଣ ସରିବା ପରେ ଆରମ୍ଭ ହୋଇଥିଲା ଗଣତି। ମିଳିଥିବା ଖବର ଅନୁସାରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ-ଇ-ଇନସାଫ୍‍ ୧୫୪ଟି ଆସନରେ ଆଗୁଆ ରହିଛି। ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ୍‍ ନୱାଜ ପାର୍ଟି ୪୭ଟି ଆସନରେ ଆଗୁଆ ରହି କଡା ଟକ୍କର ଦେଉଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button