ରାଜ୍ୟ

ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ଜବତ – Ibnodisha

[ad_1]

ଭୁବନେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସର ସମ୍ପତ୍ତି ଜବତ । ଚଢଉ କରି ସମପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୫ ଶହ ଏକର ଜମିର ଡକ୍ୟୁମେଣ୍ଟ, ୪୩ ଲକ୍ଷରୁ ଊର୍ଦ୍ଧ୍ୱ କ୍ୟାସ ଜବତ । ୬୪ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଜମା ମଧ୍ୟ ଜବତ କଲା ଇଡି । ୩୫ ଲକ୍ଷ ଟଙ୍କାର ଏକ ଦାମୀ କାର୍ ମଧ୍ୟ ଜବତ ହୋଇଥିବା ସୂଚନା । କିଛି ଦିନ ତଳେ ସଂସ୍ଥାର ୧୯ଟି ସ୍ଥାନରେ ରେଡ୍ କରିଥିଲା ଇଡି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button