ଦେଶ
କଂଗ୍ରେସ ଛାଡିଲେ ନିହାର ମହାନନ୍ଦ – Ibnodisha

[ad_1]
ବରଗଡ : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଇସ୍ତଫା ପତ୍ର ପଠାଇଲେ । କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି, ତେଣୁ ଇସ୍ତଫା ଦେଲି ।
କେରଳର ବାଣ ଗୋଦାମରେ ବିସ୍ପୋରଣ : ୧ ମୃତ, ୨୫ ଘର କ୍ଷତିଗ୍ରସ୍ତ
[ad_2]