ରାଜନୀତି

ମୋଦିଙ୍କୁ କୃତଜ୍ଞତା ଜଣାଇଲେ ଅଶ୍ୱିନୀ ବୈଷ୍ଣବ – Ibnodisha

[ad_1]

ଭୁବନେଶ୍ୱର : ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା । ୨ ଦିନିଆ ଓଡିଶା ଗସ୍ତରେ ପହଞ୍ôଚବା ପରେ ପ୍ରତିକ୍ରିୟା ଦେଲେ । ଭାରତୀୟ ଜନତା ପାର୍ଟିର ମୁଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ମୋ ସାର୍ବଜନିକ ଜୀବନର ସବୁ ନିର୍ଣ୍ଣୟ ପାର୍ଟି ନିଏ । ପ୍ରଧାନମନ୍ତ୍ରୀ ମୋତେ ଆଉ ଥରେ ସୁଯୋଗ ଦେଇଥିବାରୁ କୃତଜ୍ଞ । ଆଉ ଥରେ ସେବା ପାଇଁ ସୁଯୋଗ ଦେଇଥିବାରୁ ମୋଦିଙ୍କୁ କୃତଜ୍ଞତା ।

The post ମୋଦିଙ୍କୁ କୃତଜ୍ଞତା ଜଣାଇଲେ ଅଶ୍ୱିନୀ ବୈଷ୍ଣବ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button