ଖେଳ

ଇଂଲଣ୍ଡ ଓ ଇଂଣ୍ଡିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ – Ibnodisha

[ad_1]

ରାଜକୋଟା : ଆଜି ଇଂଲଣ୍ଡ ଓ ଇଂଣ୍ଡିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍  ଖେଳ ରହିଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମ ବ୍ୟାଟିଙ୍ଗ କରୁଛନ୍ତି ରୋହିତ ଟିମ୍ । ଯଶସ୍ୱୀ ଜୈସ୍ୱାଲ ଓ ରୋହିତ ଶର୍ମା ପ୍ରଥମେ ବ୍ୟାଟିଙ୍ଗ କରିଥିଲେ । ବର୍ତ୍ତମାନ ଟିମ ଇଂଣ୍ଡିଆର ସ୍ଥିତି ଦୁର୍ବଳ ରହିଛି । ପ୍ରଥମେ ୩୩ ରନ୍ କରି ୩ ୱିକେଟ ହରାଇଥିଲା ଟିମ ଇଂଣ୍ଡିଆ । ଏହାପରେ ଶୁଭମନ ଗିଲ୍ ଓ ରଜତ ପଟିଦାର ବ୍ୟାଟିଙ୍ଗ କରିଥିଲେ ।ଜୈସ୍ୱାଲ  ୧୦ ବଲରେ୧୦ ରନ କରିଥିବା ବେଳେ ଗିଲ୍‌ଙ୍କ ରନ୍ ଶୂନ । ସେହିପରି ପଟିଦାର ମାତ୍ର ୫ ରନ କରି ଆଉଟ ହୋଇଥିଲେ । ତେବେ ପାଞ୍ଚ ଟିକିଆ ବିଶିଷ୍ଟ ଏହି ସିରିଜ ୧-୧ ରେ ବରାବର ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button