ଖେଳ

ଡବ୍ଲ୍ୟୁପିଏଲ୍‌-୨: ଅଭୟ ଶର୍ମା ୟୁପି ୱାରିୟର୍ସ ଫିଲ୍ଡିଂ କୋଚ୍ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ ସପୋର୍ଟ ଷ୍ଟାଫ୍ ସଦସ୍ୟ ଅଭୟ ଶର୍ମା ଫେବୃଆରୀ ଆଗାମୀ ମହିଳା ପ୍ରିମିୟର୍ ଲିଗ୍ ପାଇଁ ୟୁପି ୱାରିୟର୍ସର ଫିଲ୍ଡିଂ ଏବଂ ୱିକେଟ୍‌କିପିଂ କୋଚ୍ ନିଯୁକ୍ତ ହୋଇଛନ୍ତି । ରେଳବାଇ କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ଅଭୟ ଗତ ରଣଜୀ ସିଜନ୍‌ରେ ଦିଲ୍ଲୀ ଟିମ୍‌ର କୋଚ୍ ଥିଲେ ।

ଏହା ବ୍ୟତୀତ ସେ ଭାରତ-ଏ’ ଏବଂ ଅଣ୍ଡର-୧୯ ଟିମ୍‌ର ଫିଲ୍ଡିଂ କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଇଂଲଣ୍ଡର ଜନ୍ ଲୁଇସ୍ ୟୁପି ୱାରିୟର୍ସ ମୁଖ୍ୟ କୋଚ୍ ଥିବାବେଳେ ଫିଲ୍ଡିଂ କୋଚ୍ ଭାବେ ଅଭୟଙ୍କ ଯୋଗଦାନ ଟିମ୍‌ର ପ୍ରସ୍ତୁତିରେ ସହାୟକ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button