IBN ଓଡ଼ିଶା ବ୍ୟୁରୋ

ବିରଳ ମହା ଶିବରାତ୍ରୀ ଜାଗର ! ଏହି 5ଟି ରାଶିରେ ବିଶାଳ ରାଜଯୋଗ, ଭୋଲେନାଥ ହେବେ ପ୍ରସନ୍ନ, ବଦଳିଯିବ ଇତିହାସ

ଭଗବାନ ବୋଳାନାତ ତାଙ୍କ ଭକ୍ତ ମାନକ ଦୁଃଖ କଷ୍ଟର ସଂହାର କରିଥାନ୍ତି । ଭଗବାନ ଶିବଙ୍କ ଆରାଧାନାର ବିଶେଷ ପର୍ବ ମହାଶିବରାତ୍ରି ରାତ୍ରି ଦିନ ଅଟେ । ଆପଣ ଯଦି ଏହି ଦିନ ଶିବଙ୍କ ପୂଜା କରିଥାନ୍ତି ତେବେ ଆପଣକର ବିଶେଷ ମନ ବାଞ୍ଛା ପୂରଣ ହୋଇଥାଏ । ବିଶେଷ କଥା ତ ଏହା ହେଉଛି ଏଥର କେତେ ବର୍ଷ ପରେ କେତେକ ଗ୍ରହର ଦୁର୍ଲଭ ମହା ସନଯୋଗ ହେଉଅଛି ।

କାରଣ ଏହି ଦିନ ବୋଳାନାତ ଙ୍କର ବିଶେଷ ପୂଜା କରାଯାଏ । ମହାଶିବରାତ୍ରୀ ଆସିବା ପୂର୍ବରୁ ହିଁ ପୂଜାର ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ଭକ୍ତ ମାନେ ପୂଜା ଆରାଧାନା କରି ଭୋକ ଉପାସରେ ରହି ଶିବଲିଙ୍ଗରେ ଜଳ ଛଡାଇଥାନ୍ତି ଏବଂ ବିଶେଷ ଭାବରେ ନିଜର ଆଶା ପୂରଣ କରିବାର ଆର୍ଶୀବାଦ ଦୟା ମାଗିଥାନ୍ତି । ବୋଳାନାତ ଙ୍କର ଏହି ପୂଜାକୁ ହିନ୍ଦୁଧର୍ମରେ ବହୁତ ଗୁରୁତ୍ଵପୂର୍ଣ ବ୍ରତ ମାନା ଯାଇଥାଏ ।

ଏହି ଥର ଶିବରାତ୍ରୀ ଫାଲ୍ଗୁନ ମାସ କୃଷ୍ଣ ପକ୍ଷୟ ଚୋତୃଦଶ ତୃତୀୟୟ ତିଥିରେ ପଡୁଅଛି ଏହା ଫଳରେ ଏହି ରାଶି ଥିବା ବ୍ୟକ୍ତି ମାନକ ଉପରେ ,ମହାଶିବ ଆର୍ଶୀବାଦ ଓ ଧନର ଲାଭ ହେବାକୁ ଯାଉଅଛି । ତେଣୁ ଏହି ଥର ମହା ଶିବରାତ୍ରିରେ ଚାରି ଗୋଟି ଗ୍ରହ ଏକା ସଙ୍ଗରେ ବସିଛନ୍ତି । ମାନେ ମକର ରାଶିରେ ବୁଧ , ମଙ୍ଗଳ ,ଶୁକ୍ର ଏବଂ ସନି ୟୁଟି ବନୁ ଅଛି ଯାହା ଦ୍ଵାରା କି ଶିବ ରାତ୍ରି ଆହୁରି ଖାସ୍ ବନୁ ଅଛି ।

ଏଥର ଶିବରାତ୍ରି ଅମୃତସିଧି ଓ ସର୍ବ ସିଦ୍ଧି ଯୁଗ ନେଇଆସିଛି । ବିଶେଷ କରି ଏହି ପାଛୋଟି ରାଶି ମାନକ ପାଇଁ ଦୁଇ ଗୁଣ ଲାଭ ନେଇଆସିଛି । ସେମାନକ ନିଜ ଜୀବନରେ ଅନେକ ପରିବତ୍ତନ ଦେଖାଯିବ । ଆସନ୍ତୁ ଜାଣିବା କେଉଁ ପ୍ରକାରର କୃପା ସେମାନକୁ ମିଳିବାକୁ ଯାଉଅଛି ।

ପ୍ରଥମରେ ହେଉଛି ବୃଷ ରାଶି ଏହି ରାଶିର ଲୋକମାନକୁ ମହାଶିବରାତ୍ରି ଦିନଠାରୁ ଧନ ପ୍ରାପ୍ତି ହେବ ଆରମ୍ଭ ହେବ ଏମାନକୁ ଧନ ବୃଦ୍ଧି କରିବାରେ କିଏ ମଧ୍ୟ ଅଟକାଇ ପାରିବେ ନାହିଁ ।ଯଦି ଆପଣକ କୋଣସି ବ୍ୟବସାୟ ଅଛି ତେବେ ସେଥିରେ ଦୁଇ ଗୁଣ ଲାଭ ହୋଇଥାଏ । ଦ୍ଵିତୀୟ ହେଲା ସିଂହ ରାଶି ଥିବା ବ୍ୟକ୍ତିକୁ କହିବାକୁ ଯାଉଛି ଯେ ଏହି ମହାଶିବରାତ୍ରି ଠାରୁ ଭଗବାନ ଶିବ ଙ୍କ ମହା ଦୟା ଅପନକ ଉପରେ ବର୍ଷୀ ବାକୁ ଯାଉଅଛି , ମହା ଦେବ ଙ୍କ କୃପା ରୁ ଆପଣମାନକ ଭାଗ୍ୟ ଚମକିବାକୁ ଯାଉଅଛି ।

ତୃତୀୟ ହେଉଛି କନ୍ୟା ରାଶି ଏହି ରାଶି ଜାତକ ଏବେ ଆପଣକ ଭାଗ୍ୟ ଦୁଇ ଗୁଣ ଚମକି ଉଠିବ ମହା ଦେବ କ କୃପାରୁ ମହାଶିବରାତ୍ରି ଠାରୁ ଆପଣାକୁ ବହୁତ ଖୁସି ଖବର ମିଳିବାକୁ ଯାଉଅଛି ଆପଣକ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଦେଖାଯିବ , ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ଆପଣମାନେ ପ୍ରୟାସ କରିବେ । ଚତୁର୍ଥ ତୁଳା ରାଶି ଜାତକ ଆପଣକ ଉପରେ ମହାଦେବ ଙ୍କ ବିଶେଷ କୃପା ଏବେ ବର୍ଷିବାକୁ ଯାଉଅଛି ।

ଅନେକ ଜାଗାରୁ ଆପଣମାନକୁ ଧନର ଲାଭ ମିଳିବ । ପଞ୍ଚମ କୁମ୍ଭ ରାଶି ଜାତକ ଉପରେ ଶିବଙ୍କ ଅଶେଷ କୃପା ରହିବ । ଆପଣକ ଅଟକି ଥିବା ଧନ ଆପଣକ ପାଖକୁ ଆସିବ ଦୟରେ ପୂର୍ଣ ହେବ । ତେଣୁ କରି ଏହି ଥର ଶିବ ରାତ୍ରିକୁ ସମସ୍ତେ ମନ ଧ୍ୟାନ ସହକାରେ ପୂଜା କରିବା ଦ୍ଵାରା ତାହାକ ଦୟା ପାଇଥାଉ ।

Related Articles

Leave a Reply

Your email address will not be published. Required fields are marked *

Back to top button