ରାଜ୍ୟ

ଖଣ୍ଡଗିରି ଟ୍ରିପଲ ମର୍ଡର : ଦୋଷିକୁ ଆଜୀବନ – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା । ଦୋଷୀ ସ୍ନେହସ୍ୱାକ୍ଷର ସାମଲଲକୁ । ଜୀବନ ସଜା ଦେଲେ ଏଡିଜେ-୧ । ଘଟଣା ୧୦ ବର୍ଷ ପରେ ଦୋଷୀକୁ ଦଣ୍ଡାଦେଶ କଲେ କୋର୍ଟ । ୨୦୧୪ରେ ଡାକ୍ତରଙ୍କ ଘରେ ପଶି ୩ ଜଣକୁ ହତ୍ୟା କରିଥିଲା ସ୍ନେହସ୍ୱାକ୍ଷର । ଡା. ଅତୁଲ୍ୟ ମେହେର, ତାଙ୍କ କେୟାରଟେକର ଓ ଜଣେ ନାବାଳକକୁ ମାରିଥିଲା । ପୂର୍ବ ।କ୍ରୋଶକୁ ନେଇ ଅତି ବୀଭତ୍ସ ଭାବେ ୩ ଜଣଙ୍କୁ ହତ୍ୟା କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button