ରାଜ୍ୟ
ପୁରା ଟଙ୍କା ନମିଳିବାରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବନ୍ଦ – Ibnodisha

[ad_1]
ବଲାଙ୍ଗିର : ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ସେହିଭଳି ରାଜ୍ୟର ସବୁ ପଞ୍ଚାୟତ ପରି ନେହେନା ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବା କଥା ହେଲେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ପୁରା ଟଙ୍କା ବଦଳରେ ଦେଢ ଲକ୍ଷ ଟଙ୍କା ସରପଞ୍ଚଙ୍କୁ ଦେଇଥିଲେ । ଏହି ଟଙ୍କାରେ ସରପଞ୍ଚ ଅଧାକାର୍ଯ୍ୟ କରିଥିବା ବେଳେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ।
[ad_2]