ରାଜ୍ୟ

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ – Ibnodisha

[ad_1]

ଭୁବନେଶ୍ୱର :  ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି ।  ସରକାରଙ୍କ  ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଆନ୍ଦୋଳନକାରୀ । ପର୍ଯ୍ୟାୟକ୍ରମେ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଆନ୍ଦୋଳନକାରୀ । ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଙ୍କଘ ପକ୍ଷରୁ ସୂଚନା ମିଳିଛି । ଗତ ୧ ମାସ ହେଲା ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିଲେ ପ୍ରାଣୀ ଚିକିତ୍ସକ ।

ବିଗ୍ ବଜେଟରେ ପ୍ରସ୍ତୁତି ଚାଲିଛି ରଣବୀରଙ୍କ ଫିଲ୍ମ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button