ରାଜ୍ୟ

ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା – Ibnodisha

[ad_1]

କଟକ : ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ଏହାସହ ହାଇସ୍କଲୁ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକତ୍ରିତ ଚାଲିବ। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ଓଡିଶା ମାଧ୍ଯମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତତୁ ଚୂଡାନ୍ତ ହୋଇଛି । ପ୍ରଶ୍ନ ଓ ଉତ୍ତର ଖାତା ସୁରକ୍ଷିତ ରଖିବା ପାଇଁ ୧୬ ଟି ନୋଡାଲ କେନ୍ଦ୍ର ହୋଇଥିବା ବେଳେ ୨୧୭ ଟି ପରୀକ୍ଷା କେନ୍ଦ୍ର ହୋଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button