ରାଜ୍ୟ

ପ୍ରଧନମନ୍ତ୍ରୀଙ୍କ ସଭା ପୂର୍ବରୁ କଂଗ୍ରେସ ନେତା ମାନଙ୍କ ବିକ୍ଷୋଭ ପ୍ରଦର୍ଶନ – Ibnodisha

[ad_1]

ଯାଜପୁର : ପ୍ରଧନମନ୍ତ୍ରୀଙ୍କ ସଭା ପୂର୍ବ ରୁ କଂଗ୍ରେସ ନେତା ମାନେ ବିକ୍ଷୋଭ ପ୍ରଦର୍ଶନ ପୋଲିସ ଓ କର୍ମୀ ମାନଙ୍କ ମଧ୍ୟରେ ଦସ୍ତl ପୋଲସି ବିକ୍ଷୋଭ କାରୀ ଙ୍କୁ ଗିରଫ କଲା ଆଜି ପ୍ରଧାମନ୍ତ୍ରୀଙ୍କର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବୀଣା ପୁର ଠାରେ ପ୍ରକ୍ଲପ ଉଦ୍ ଘାଟନ ଓ ରାଜନୀତି କରଣ ସଭା ପୂର୍ବ ଋ ଯାଜପୁର କଂଗ୍ରେସ କମିଟି ପକ୍ଷରୁ ଚଣ୍ଡୀ ଖୋଲ ଚକ ଠାରେ କଂଗ୍ରେସ ସଭାପତି ମୋନଜରାଉତ ରାଜ୍ୟ ଅଣ ସଂଗଠିତ ଶ୍ରମିକ ଓ କର୍ମାରୀକଂଗ୍ରେସ ର ଅଧ୍ୟକ୍ଷ ବିଦ୍ୟା ଧର ମହାନ୍ତି ସନ୍ତୋଷ ନନ୍ଦ ସନ୍ତୋଷ ମହାନ୍ତି ଅନୁପୁ ନୟକ୍ ନାରାୟଣ ନାୟକ ସତ୍ୟ ନାରାୟଣ କୁଂହର ପରୀକ୍ଷିତ ମାଲିକଙ୍କ ନେତୃତ୍ଵ ରେଏକ ଶୋଭା ଯାତ୍ରା ସଭା ସ୍ଥଳ କୁ ଅଗ୍ରସର ହୋଇଥିଲେ ଗଣ ତନ୍ତ୍ର କାରୀ ପ୍ରଧାମନ୍ତ୍ରୀନରେନ୍ଦ୍ର ମୋଦି ପେରି ଯାଅ ବିଭନ୍ନ ନାର ଦେଇ ଥିଲେ ପୋଲିସ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟ ରେ ଧସ୍ତା ଦସ୍ତି ହୋଇ ଥିଲା ପୋଲିସ ବଳ ପ୍ରୟୋଗ କରି କଂଗ୍ରେସ କର୍ମୀ ମାନଙ୍କୁ ଗିରଦାରୀଆରମ୍ଭ କରି ଥିଲା ବିକ୍ଷୋଭ କାରୀ ମାନଙ୍କୁ ବୈରୀ ଥାନା ରେ ଅଟକ ରଖିଛି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button