ଅପରାଧ

ଚାକିରି ନାଁରେ ଚୂନ : ୩ ଗିରଫ – Ibnodisha

[ad_1]

ବ୍ରହ୍ମପୁର : ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଶାଖାପାଟଣାରୁ ୩ ଗିରଫ । ଗିରଫ ସହ ୯୨ଟି ପାସ୍‌ପୋର୍ଟ ଓ ଭିସା ଜବତ କଲା ବ୍ରହ୍ମପୁର ପୋଲିସ । ଚାକିରି କରେଇଦେବାକୁ କହି ଜଣଙ୍କ ପିଛା ୫୦ ହଜାର ନେଉଥିଲେ । ଖଲ୍ଲିକୋଟର ଜଣେ ଯୁବକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button