ଅପରାଧ

ଜେଲ୍‌ରୁ ଅପରେଟ୍ ବ୍ରାଉନସୁଗାର ବେପାର ! – Ibnodisha

[ad_1]

ଖୋର୍ଦ୍ଧା: ଗୁରୁଜଙ୍ଗ ମହୋତ୍ସବ ପଡିଆରୁ ୨୬୨ ଗ୍ରାମ ବ୍ରାଉନସୁଗାର ଜବତ । ଜଣେ ମହିଳା ସମେତ ୬ ଜଣଙ୍କୁ ଗିରଫ କଲା ଟାଉନ୍ ଥାନା ପୋଲିସ । ଖୋର୍ଦ୍ଧା ସବ୍‌ଜେଲ୍‌ରୁ ଅପରେଟ୍ ହେଉଥିବା ଖୋର୍ଦ୍ଧା ଏସ୍‌ପିଙେକ ସୂଚନା । ଜେଲ୍‌ରୁ ମୋଟ ୬ଟି ମୋବାଇଲ୍ ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ।

ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣlବେଳେ ଜବତ କଲା ପୋଲିସ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button