ରାଜ୍ୟ
ମାଟ୍ରିକ ତ୍ରୁଟିରେ କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିସ କଲେ ବୋର୍ଡ – Ibnodisha
[ad_1]
ବ୍ୟୁରୋ : ମାଟ୍ରିକ ବ୍ୟବସ୍ଥାରେ ତ୍ରୁଟି ପାଇଁ କାର୍ଯ୍ୟନୁଷ୍ଠାନ ନେବାକୁ ବୋର୍ଡର ସୁପାରିସ । ସୁପାରିସ ନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା । ଏଆଇ ଟେକ୍ନୋଲୋଜି ଦ୍ୱାରା ଅନେକ ସୁଫଳ ମିଳିଛି । ୮ ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରିଛି ଏଆଇ । ଅବ୍ୟବସ୍ଥା ସୃଷ୍ଠିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିସ ଦେଇଛନ୍ତି । ଗଣଶିକ୍ଷା ବିଭାଗ ସହ ପୋଲିସକୁ ସୁପାରିସ କରିଛି ବୋର୍ଡ ।
[ad_2]