ପିଲାମାନେ କଥା ନ ମାନିଲେ, ମୋବାଇଲ ଦେଖିଲେ, ପାଠ ନ ପଢିଲେ କିପରି ବୁଝାଇବେ ? ଘରେ ଛୋଟ ପିଲା ଥିଲେ ନିଶ୍ଚୟ ଜାଣି ରଖନ୍ତୁ
ଏହାସହ କିଛି ପିଲା ମାନେ ସେମାନଙ୍କର ପିତା ମାତା ଙ୍କର କଥା କୁ ମଧ୍ୟ ଶୁଣି ନ ଥା’ନ୍ତି । ତେଣୁ ସେମାନଙ୍କର ଅଭିଭାବକ ଏହାକୁ ନେଇ ଅଧିକ ଚିନ୍ତିତ ହୋଇ ଯାଇଥାନ୍ତି । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ,
ମନୋବୈଜ୍ଞାନିକ ମାନଙ୍କ ଦ୍ଵାରା କୁହାଯାଇଥିବା କିଛି ଏପରି ଉପାୟ ମାନଙ୍କ ବିଷୟରେ ଯାହା ଦ୍ଵାରା ଆପଣ ନିଜ ପିଲା ମାନଙ୍କର ଦୁର୍ଗୁଣ ମାନଙ୍କୁ ସୁଗୁଣ ରେ ପରିଣତ କରି ପାରିବେ । ବାସ୍ତବରେ ମନୋବୈଜ୍ଞାନିକ ମାନଙ୍କ ଅନୁସାରେ ପିଲା ମାନଙ୍କ ଠାରେ ଭଲ ଓ ଖରାପ ଗୁଣ ସବୁ କିଛି ମାତା ପିତା ଙ୍କର ପ୍ରଭାବ ର କାରଣ ରୁ ହିଁ ଦେଖିବାକୁ ମିଳିଥାଏ ।
ଯେତେବେଳେ ପିଲା ମାନେ ପାଠ ପଢିବାକୁ ଇଛା କରି ନଥା’ନ୍ତି ସେତେବେଳେ ମତ ପିତା ପିଆଲ ମାନଙ୍କୁ ଖୁବ ଅଧିକ ଗାଳି ଗୁଲଜ କରିଥାନ୍ତି । ଯାହାଦ୍ଵାରା ପିଲା ମାନଙ୍କ ମନରେ ପାଠ ପଢିବା ଓ ଗାଳି କୁ ନେଇ ଏକ ସମ୍ମିଳିତ ଛବି ରହି ଯାଇଥାଏ । ଯାହା ଯୋଗୁଁ ସେ ପାଠ ପଢିବାକୁ ଡରିଥାନ୍ତି ଓ ପାଠ ପଢିବାକୁ ଦୂରେଇ ଯାଇଥାନ୍ତି । ପିଲା ମାନଙ୍କର ପାଠ ପଢିବା ସମୟ ରେ ତାଙ୍କ ପାଇଁ ଏକ ଏପରି ମାହୋଲ ର ଗଠନ କରନ୍ତୁ,
ଯାହା ଦ୍ଵାରା ତାଙ୍କର ପାଠ ପଢିବାରେ ଇଛା ଶକ୍ତି ବଢିବ ଓ ତାଙ୍କର ପାଠ ପ୍ରତି ଆଗ୍ରହ ହେବ । ପିଲା ମାନଙ୍କର ମାର୍କ ତଥା ସେମାନଙ୍କର ଫଳାଫଳ କୁ ନେଇ ତାଙ୍କୁ କେବେ ମଧ୍ୟ କିଛି କୁହନ୍ତୁ ନାହିଁ । ଏହା ବିପରୀତ ରେ ଆପଣ ତାଙ୍କୁ ସେମାନଙ୍କର ଉତ୍ସାହ ବଢାଇବା ଉଚିତ । ପିଲା ମାନଙ୍କର ଥରେ ଯଦି ପାଠ ଉପରେ ଆଗ୍ରହ ଆସିଯାଏ, ତେବେ ତାଙ୍କୁ ପାଠ ପଢିବାରୁ କେହି ମଧ୍ୟ ରୋକି ପାରିବେ ନାହିଁ ।
ତାହାଛଡା ପିତା ମାତା ତଥା ଅଭିଭାବକ ଙ୍କୁ ସବୁବେଳେ ଏହି କଥା ଜାଣି ରଖିବାକୁ ହୋଇଥାଏ କି ପ୍ରତ୍ଯେକ ପିଲା ଙ୍କର ସ୍ଵଭାବ ଏକା ପରି ହୋଇ ନଥାଏ । ସମସ୍ତେ ସମସ୍ତ ଙ୍କ ଠାରୁ ଭିନ୍ନ ହୋଇଥାନ୍ତି । ତେଣୁ ମାତା ପିତା ଙ୍କୁ ସେମାନଙ୍କର ପିଲା ଙ୍କର ସ୍ଵଭାବ କୁ ଚିହ୍ନି ତାଙ୍କୁ ପ୍ରେରିତ କରିବା ଉଚିତ । ପାଠ ପଢା ସହ ତାଙ୍କୁ ଅନ୍ୟ ବିଭିନ୍ନ ପ୍ରକାରର ଆକ୍ଟିଭିଟି ରେ ମିଶାଇବା ଉଚିତ । ଯେପରି ତନକର ଏକାଗ୍ରତା ଶକ୍ତି ରେ ବୃଦ୍ଧି ହେବ । ତାହାଛଡା ପିଲା ମାନଙ୍କୁ ମଝିରେ ମଝିରେ ଛୋଟ ଛୋଟ ବ୍ରେକ ଦେବା ଉଚିତ ।
ଯାହା ଦ୍ଵାରା କି ସେମାନେ ଫ୍ରେସ ହୋଇ ଯିବେ । ଏହି ପରି ପିଲା ମାନଙ୍କ ମନ କୁ ଜାଣି ସେ ମାନଙ୍କ ସହ ବ୍ୟବହାର କରିବା ଦ୍ଵାରା ସେମାନଙ୍କ ମନରେ ଥିବା ଦର ଧୀରେ ଧୀରେ ସମ୍ମାନ ରେ ପରିଣତ ହୋଇଯିବ । ଏବଂ ଧୀରେ ଧୀରେ ତାଙ୍କର ସ୍ଵଭାବ ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆପଣ ଆମରେ କୁ ତଳେ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ