ସକାଳୁ ଖାଲି ପେଟରେ କିସମିସ ଖାଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲା ପରେ ବି ମିଳିବ ନାହିଁ
ଆଜି କାଲି ର ଖାଦ୍ୟ ପେୟ ଓ ଜୀବନ ଶୈଳୀ ର କାରଣ ରୁ ପ୍ରତ୍ଯେକ ଘରେ କାହାକୁ ନା କାହାକୁ କବଜ ଭଳି ସମସ୍ଯା ଦେଖିବାକୁ ମିଳୁଛି । ତେବେ ଯଦି ଆପଣଙ୍କୁ କବଜ ଭଳି କିଛି ସମସ୍ଯା ରହିଥାଏ, ତେବେ ଆପଣ ପ୍ରତ୍ଯେକ ଦିନ ରାତିରେ ଗରମ କ୍ଷୀର ରେ କିଛି କିସମିସ କୁ ଫୁଟାଇ ତାହର ସେବନ କରନ୍ତୁ ।
ଏପରି କରିବା ଦ୍ଵାରା ସକାଳେ ଆପଣ ଙ୍କର ପେଟ ଭଲ ଭାବରେ ସଫା ହେବ । ଏବଂ ଆପଣ ଙ୍କର ପେଟ ମଧ୍ୟ ସଂପୂର୍ଣ୍ଣ ଠିକ ହୋଇ ଯିବ । ତାହାଛଡା ଯେଉଁ ଲୋକ ମାନେ ଦେଖିବାକୁ ଅଧିକ ପତଳା ବା ଦୁର୍ବଳ ହୋଇଥା’ନ୍ତି,
ସେମାନେ ଯଦି ରାତିରେ ଏକ ଗ୍ଳାସ ପାଣିରେ 15 ରୁ 20 ଟି କିସମିସ ପକାଇ ଭିଯାଇ ରଖି ଦିଅନ୍ତି ଓ ସକାଳେ ପ୍ରଥମେ ସେହି କିସମିସ କୁ ଚୋବାଇ ଖାଇ ସାରିଲା ପରେ ସେହି ପାଣି କୁ ମଧ୍ୟ ପିଇ ଦେଇଥାନ୍ତି । ତେବେ ସେହି ବ୍ୟକ୍ତି ମାନଙ୍କର ଓଜନ ଖୁବ ତୀବ୍ରତା ର ସହ ବଢିବାରେ ଲାଗେ ।
ତୃତୀୟ ରେ କିସମିସ ରେ ଥିବା ମିନେରାଲ୍ସ ର କାରଣ ରୁ ଏହା ଶରୀର ରେ ରକ୍ତ ହୀନତା ଭଳି ସମସ୍ଯା କୁ ମଧ୍ୟ ଦୂର କରିଥାଏ । ଶରୀର ରେ ରକ୍ତ ହୀନତା ଜନିତ ସମସ୍ଯା ଥିଲେ ଆପଣ ଏକ ଗ୍ଳାସ କଞ୍ଚା କ୍ଷୀର ରେ କିଛି କିସମିସ କୁ ପକାଇ କିଛି ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
ଏହା ପରେ ଆପଣ ଏହାକୁ ଫୁଟାଇ ଏହାର ସେବନ କରନ୍ତୁ । ଏପରି ପ୍ରତ୍ଯେକ ଦିନ ସକାଳେ ସେବନ କରିବା ଦ୍ଵାରା ଶରୀର କୁ ରକ୍ତ ହୀନତା ଭଳି ସମସ୍ଯା ରୁ ରକ୍ଷା ମିଳିଥାଏ । ତାହାଛଡା କିସମିସ ର ନିତ୍ୟାନ୍ତ ସେବନ କରିବା ଦ୍ଵାର ହାର୍ଟ, ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ ।
ଏହା ବ୍ଯତୀତ ଦାନ୍ତ ବିନ୍ଧା, ମଧ୍ୟ ଜନିତ ସମସ୍ଯା, ସ୍ମରଣ ଶକ୍ତି ର ଅଭାବ, ଅସ୍ତି ଜନିତ ସମସ୍ଯା ରୁ ମଧ୍ୟ ରକ୍ଷା କରଥାଏ । ପ୍ରତ୍ଯେକ ଦିନ ସକଳେ ବାସୀ ମୁହଁ ରେ କିସମିସ ର ସହ କିସମିସ ପାଣିର ସେବନ କରିବା ଦ୍ଵାରା ତ୍ଵଚା ଜନିତ କୌଣସି ସମସ୍ଯା ଆଉ ରହି ନଥାଏ । ତେବେ ଦର୍ଶକ ବନ୍ଧୁ ଆପଣ ଙ୍କର ଆମର ଏହି ପୋଷ୍ଟ ଉପରେ କଣ ମତାମତ ରହିଛି ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ