ଦେଶ

ଭାଇରାଲ୍‌ ହେଲା କରଣବୀର ଓ ପୁନମ ପାଣ୍ଡେଙ୍କ ରୋମାଣ୍ଟିକ୍‌ ଅନ୍ଦାଜର ଭିଡିଓ,

ମୁମ୍ବାଇ: ଗତ କିଛି ଦିନ ହେବ ଟିଭି ଅଭିନେତା କରଣବୀର ବୋହରା ଏବଂ ବୋଲ୍‌ଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଏକତ୍ର ଦେଖିବାକୁ ମିଳୁଛି। ସେ ଦୁହିଁଙ୍କର ‘ତେରେ ଜିସ୍‌ମ ସେ’ ନାମରେ ଏକ ଅପ୍‌କମିଂ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଥିବା‌ ବେଳେ ସେମାନେ ଏହାର ପ୍ରମୋସନ ପାଇଁ ଅଧିକାଂଶ ସ୍ଥାନକୁ ସାଥୀ ହୋଇ ଯାଉଛନ୍ତି। ସେମାନଙ୍କର ଏହି ମ୍ୟୁଜିକ ଭିଡିଓ ରିଲିଜ୍‌‌ ହେବାକୁ ବିଳମ୍ବ ଥିଲେ ବି ସେମ‌ାନେ ଅଧିକାଂଶ ସମୟ‌ରେ ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ କରି ଦେଇଛନ୍ତି।ଏହି ଗୀତର ପ୍ରମୋସନ ପାଇଁ କେବେ  କରଣବୀର ପୁନମ ପାଣ୍ଡେଙ୍କୁ ବାହୁରେ ଉଠାଇ ବୁଲୁଛନ୍ତି ତ ପୁଣି କେବେ ନିଆରା ଅନ୍ଦାଜରେ ରୋମାଣ୍ଟିକ୍‌ ହଉଛନ୍ତି। ସେମାନଙ୍କର ଏବେ ଆଉଏକ ନୂଆ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ସେମାନେ ପରସ୍ପରର ବେଶ୍‌ ନିକଟତର ଥିବା ଜଣା ପଡୁଛନ୍ତି। ଭିଡିଓଟିକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେମାନଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button