ଦେଶ
୪ ମହାକାଶଚାରୀଙ୍କ ନାମ ଚୂଡାନ୍ତ – Ibnodisha

[ad_1]
ବ୍ୟୁରୋ : ଗଗନଯାନ ମିଶନ ପାଇଁ ୪ ମହାକାଶଚରୀଙ୍କ ନାମ ଆପାତତଃ ଚୂଡାନ୍ତ ହୋଇଛି । ଜାତୀୟ ଗଣମାଧ୍ୟମରେ ଏନେଇ ପ୍ରକାଶିତ ତଥ୍ୟରୁ ସୂଚନା ମିଳିଛି । ପ୍ରଶାନ୍ତ ନାୟର , ଅଙ୍ଗଦ ପ୍ରତାପ , ଅଜିତ କ୍ରିଷ୍ଣନ , ଚୌହାନଙ୍କୁ ନେଇ ଚର୍ଚ୍ଚା ହେଉଛି । ୧୨ ଜଣିଆ ତାଲିକାରୁ ୪ ଜଣଙ୍କ ନାମ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଋଷିଆରୁ ତାଲିମ ନେଇ ୪ ମହାକାଶଚାରୀ ଫେରିଥିବାରୁ ଚର୍ଚ୍ଚା ହେଉଛି । ଥିରୁବନନ୍ତପୁରମ୍ ସ୍ଫେଶ୍ ରେ ବିଧିବଦ୍ଧ ଭାବେ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ।
[ad_2]




