ରାଜ୍ୟ

ସିଏଚଏସଇ ପରୀକ୍ଷା : ପିଲା ପାଇବେ ଗ୍ରେସମାର୍କ – Ibnodisha

[ad_1]

ଭୁବନେଶ୍ୱର : ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକଙ୍କ ସୂଚନା । ମୋଟ ୧୯ ନମ୍ବର ଚଏସ୍ ଡେଫିସିଟ୍ ରହିଛି କହିଲେ ପରୀକ୍ଷା ନିୟନ୍ତ୍ରକ । ଯେଇଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍ ମାର୍କ ପାଇବେ । ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ । ଯେତିକି ଚଏସ ଡେଫିସିଟ୍ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ, ପୂରା ମାର୍କ ପାଇବେ । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ । ଗୋଟିଏ ପ୍ରଶ୍ନ ଆଫଟ ଅଫ ସିଲାବସ୍ ; ତାହାର ପୂରା ମାର୍କ ସମସ୍ତେ ପାଇବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button