ରାଜ୍ୟ

ପୋଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ସଫା – Ibnodisha

[ad_1]

ଛତିଶଗଡ : ଛତିଶଗଡ ବିଜାପୁରରେ ଏନ୍‌କାଉଣ୍ଟର ବେଳେ ୪ ବାଓମାଦୀ ନିହତ ହୋଇଛନ୍ତି । ମିର୍ତୁର ଥାନାଠାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଏନ୍‌କାଉଣ୍ଟର ଘଟିଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ସମସ୍ତ ୪ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 

ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନୱାଜ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button