ରାଜ୍ୟ

ବସ୍ତିରେ  ମାଇକ୍ରୋସପ୍ଟ  ପ୍ରତିଷ୍ଠାତା ବିଲ୍ ଗେଟ୍‌ସ – Ibnodisha

[ad_1]

ଭୁବନେଶ୍ୱର : ବସ୍ତିରେ ମାଇକ୍ରୋସପ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍‌ସ । ଭୁବନେଶ୍ୱର ଲୁମ୍ବିନୀ ବିହାର ମା ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ । ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରୁଛନ୍ତି । ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଛୁଛନ୍ତି ବିଲ୍ ଗେଟ୍‌ସ ।କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର। ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା। ତେବେ ବିଲ୍ ଗେଟ୍ସଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ତାଙ୍କ ପ୍ରତିନିଧି ଦଳ ସୋମବାର ସମୀକ୍ଷା କରିଥିଲେ। ବିଲ ଗେଟ୍ସଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button