ରାଜ୍ୟ
ମୋ ପାଇଁ ସୌଭାଗ୍ୟର ବିଷୟ : ଜଷ୍ଟିସ ପଶାୟତ – Ibnodisha

[ad_1]
ଭୁବନେଶ୍ୱର : ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷନିଯୁକ୍ତି ପରେ ଜଷ୍ଟିସ ପଶାୟତଙ୍କ ମନ୍ତବ୍ୟ । ଏହା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଲେ ଜଷ୍ଟିସ ପଶାୟତ । ଯାହା କିଛି ହୁଏ, ସବୁ ପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ହୁଏ । ଠାକୁରଙ୍କ କାମ କରିପାରିବି, ମୋ ପାଇଁ ସୌଭାଗ୍ୟର ବିଷୟ । ୯ରେ ପ୍ରଭୁଙ୍କ ଦର୍ଶନ ପାଇଁ ଯିବି, ପ୍ରାଥମିକ ଆଲୋଚନା ହେବ । ବତ୍ର୍ତମାନ ସ୍ଥିତି କଣ, ଆମକୁ କଣ କରିବାକୁ ହେବ, ଆଲୋଚନା କରିବୁ । ପୂର୍ବ ଗଣତି, ମଣତି ସହ ମ୍ୟାଚ୍ କରୁଛି ଦେଖିବା କଥା ।
[ad_2]