ରାଜ୍ୟ

ଆଜି ବିଶ୍ବ ଦହିବରା ଦିବସ – Ibnodisha

[ad_1]

ଭୁବନେଶ୍ୱର : ଆଜି ବିଶ୍ବ ଦହିବରା ଦିବସ। ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ। ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି। ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି। ଦହିବରା ଏପରି ଏକ ଖାଦ୍ୟ ଯାହା ନାମ ଶୁଣିଲେ ଲୋକମାନେ ଖାଇବାକୁ ଇଛା କରନ୍ତି । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକମାନେ ଦହିବରା ଖାଇଥାନ୍ତି । ଶେଷରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଲୁଥିଲାବେଳେ କଟକ ଦହିବରାର ମଜା ନିଆରା । ଏପରିକି କଟକ ବାସୀ ଦହିବରା ଖାଇକି ଦିନ ଆରମ୍ଭ କରିଥାନ୍ତି । ଦହିବରା ଭଳି ସୁସ୍ୱାଦୁ ଖାଦ୍ୟକୁ ପ୍ରାଧାନ୍ୟ ଦେବାପାଇଁ ପ୍ରତିବର ମାର୍ଚ୍ଚ ୧ ତାରିଖ ଦିନ ବିଶ୍ୱ ଦହିବରା ଦିବସ ଭାବେ ପାଳନ କରାଯାଏ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button