ରାଜ୍ୟ
ହାତଗଣ୍ଠି ଜାଗାରେ ପଡିଲା ହାତକଡି ! – Ibnodisha

[ad_1]
ଭୁବନେଶ୍ୱର : ବେଦିରୁ ବରକୁ ଉଠାଇ ନେଲା ମହିଳା ଥାନା ପୋଲିସ । ଦ୍ୱିତିୟ ବିବାହ କରୁଥିବା ବେଳେ ଯୁବକଙ୍କୁ ଉଠାଉ ନେଲା ପୋଲିସ । ରାଜଭବନ ପଠ ରାଧାକୃଷ୍ଣ ମନ୍ଦିରରେ ବାହାଘର ବେଳେ ଉଠାଇ ନେଲା ପୋଲିସ । ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ଯୁବକଙ୍କୁ ଉଠାଇ ନେଲା ପୋଲିସ । ପ୍ରଥମ ପତ୍ନୀ କୋଲକାତାର, ବିବାହ ପ୍ରମାଣ ପତ୍ର ଧରି ଆସିଥିଲେ ।
ସିବିଆଇ ଚାର୍ଜସିଟ୍ର ୨୩ ବର୍ଷ ପରେ ମିଳିଲା ଦଣ୍ଡାଦେଶ
The post ହାତଗଣ୍ଠି ଜାଗାରେ ପଡିଲା ହାତକଡି ! appeared first on ONA KHABAR.
[ad_2]