ରାଜନୀତି

ରାଜନୀତି ଛାଡିବେ ଗମ୍ଭୀର – Ibnodisha

[ad_1]

ବ୍ୟୁରୋ : ରାଜନୀତିରୁ ସନ୍ୟାସ ନେଇପାରନ୍ତି ସାଂସଦ ଗୌତମ ଗମ୍ଭୀର । ରାଜନୌତିକ କର୍ତ୍ତବ୍ୟରୁ ମୁକ୍ତ କରିବାକୁ ଅନୁରୋଧ କଲେ ଗମ୍ଭରୀ । ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କଲେ ଗମ୍ଭୀର । କ୍ରିକେଟ ସହ ଜଡିତ କାର୍ଯ୍ୟ ଉପରେ ଫୋକସ୍ କରିବାକୁ ଚାହୁଁଛି । ସେବା ପାଇଁ ସୁଯୋଗ ଦେଇଥିବାରୁ ଅନେକ ଧନ୍ୟବାଦ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅନେକ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button