ରାଜନୀତି

ବିଧାନସଭା ଓ ଲୋକସଭାରେ ଲଢିବା ପାଇଁ ବିଜେପି ପାଖରେ ପ୍ରାର୍ଥୀ ନାହାଁନ୍ତି : ସସ୍ମିତ ପାତ୍ର – Ibnodisha

[ad_1]

ଭୁବନେଶ୍ୱର : ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ଗୁଜବ କହିଲା ବିଜୁ ଜନତା ଦଳ । ପ୍ରେସମିଟରେ ଗୁଜବ କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ମେଣ୍ଟ ନେଇ ଗଣମାଧ୍ୟମରେ ବିଜେପି ପ୍ରଚାର କରୁଛି । ଦଳ ଛାଡିଥିବା ଓ ଟିକେଟ ନପାଇବା ଲୋକଙ୍କୁ ବିଜେପି ଆପଣାଉଛି । ବିଧାନସଭା ଓ ଲୋକସଭାରେ ଲଢିବାକୁ ବିଜେପି ପାଖରେ ପ୍ରର୍ଥୀ ନାହାନ୍ତି । ତେଣୁ ଯିଏ ଦଳ ଛାଡୁଛନ୍ତି , ସେମାନଙ୍କୁ ବିଜେପି ତାଙ୍କ ଦଳରେ ନେଉଛି । ବିଧାନସଭା ୧୨୦+ ଓ ଲୋକସଭା ୧୭+ରେ ବିଜେଡି ଡିତିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button