ରାଜ୍ୟ

ଝୁଲି ପଡିଲେ ଭାଇଭଉଣୀ – Ibnodisha

[ad_1]

ଭଦ୍ରକ : କିଛି ଘଣ୍ଟା ବ୍ୟବଧାନରେ ଝୁଲି ପଡିଲେ ଭାଇଭଉଣୀ । ଧୂଷୁରି ଥାନା କୋଠାର ଗାଁ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସକାଳେ ସାନ ବାପାଙ୍କ ପୁୃଅ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଶବ ସତ୍କାର ସରି ନ ଥିଲା ବେଳେ ବଡ ବାପାଙ୍କ ଝିଅ ଘରେ ଝୁଲି ପଡିଲେ । ଗାଁ ରେ ବର୍ତ୍ତମାନ ପରିବାରର ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ  ଶୋକାକୁଳ ପରିବେଶ  ସୃଷ୍ଟି ହୋଇଛି । କେଉଁ କାରଣରୁ ଭାଇ ଭଉଣୀ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ବର୍ତ୍ତମା ସୁଦ୍ଧା ଜଣାପଡିନାହିଁ  ।

The post ଝୁଲି ପଡିଲେ ଭାଇଭଉଣୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button