ଅପରାଧ

ବାପାକୁ ଠେଙ୍ଗାରେ ପିଟିପିଟି ହତ୍ୟାକଲା ପୁଅ – Ibnodisha

[ad_1]

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଟଙ୍କା ପାଇଁ ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ପୁଅ। ତଳଗଡ଼ ଗାଁରୁ ସାମ୍ନାକୁ ଆସିଛି ନୃଶଂସ ପୁଅର ଏଭଳି ବର୍ବରକାଣ୍ଡ। ମୃତକ ହେଲେ ବିପ୍ରବର ଭୋଇ। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ବଳରାମ। ଦୀର୍ଘଦିନ ହେବ ଟଙ୍କାକୁ କେନ୍ଦ୍ର କରି ବି-ପ୍ରବର ଓ ବଳରାମଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ବାପାକୁ ହତ୍ୟା କରିଛି ପୁଅ। ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button