ରାଜ୍ୟ
ଠାକୁରଙ୍କୁ ବି ଛାଡିଲେନି ! – Ibnodisha

[ad_1]
ଭୁବନେଶ୍ୱର : ସୋର ଥାନା ଅଞ୍ଚଳରେ ୬ଟି ମନ୍ଦିରରୁ ଚୋରି ଅଭିଯାଗ । ଖରିଦା ଓ ମାଣତ୍ରୀ ଗାଁରେ ୨ଟି ମନ୍ଦିରରୁ ରୁପା ମୂର୍ତ୍ତି ଓ ବଂଶୀ ଚୋରି । ଅନ୍ୟ ୪ଟି ମନ୍ଦିରରୁ ମୂର୍ତ୍ତି ଓ ଦାନବାକ୍ସ ଚୋରି ଅଭିଯୋଗ । ୬ଟି ମନ୍ଦିରରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରି । ସୋର ଥାନାରେ ଏତଲା, ଘଟଣାସ୍ଥଳରେ ପୋଲିସର ଛାନଭିନ୍ ।
ପୁଣି ୬ରେ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ
[ad_2]