ରାଜ୍ୟ

ଚାକିରି କରାଇଦେବାକୁ କହି ଯୁବତୀଙ୍କ ଠାରୁ ଠକେଇ – Ibnodisha

[ad_1]

ଗୋଳବନ୍ଧ ସ୍ଥିତ ଆର୍ମି କାର୍ଯ୍ୟାଳୟରେ ତାଙ୍କର ପରିଚୟ ରହିଛି ଏବଂ ସେଠାରେ କ୍ଲର୍କ ଚାକିରି କରାଇ ଦେବେ ବୋଲି ସନ୍ତୋଷ ସଂପୃକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ସେହି କ୍ରମରେ ଯୁବତୀ ଜଣଙ୍କ ସନ୍ତୋଷଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ତାଙ୍କ କହିବା ପ୍ରକାରେ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ନିକଟକୁ ଚଳିତ ମାସ ୮ ତାରିଖ ଠାରୁ ୧୮ ତାରିଖ ମଧ୍ୟରେ ମୋଟ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ପଠାଇଥିଲେ।

 ହେଲେ ଅନେକ ଦିନ ଯାଏଁ ଯୁବତୀଙ୍କୁ ଚାକିରି ମିଳିନଥିଲା । ଫଳରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ । ଏ ନେଇ ପୁଲିସ କେସ ନମ୍ବର ୪୦/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button