ଖେଳ

କୋହଲିଙ୍କ ସ୍ଥାନ ନେବେ ରଜତ ପାଟିଦାର ! – Ibnodisha

[ad_1]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ମ୍ୟାଚରେ ଖେଳିବେ ରଜତ ପାଟିଦାର । ବିରାଟ କୋହଲିଙ୍କ ଅନୁପସ୍‌ଥିତିରେ ଖେଳିବେ ରଜତ ପାଟିଦାର । ବିସିସିଆଇ ସୂତ୍ର ଅନୁସାରେ କୋହଲିଙ୍କ ସ୍ଥାନ ନେବେ ରଜତ ପାଟିଦାର । ଡିସେମ୍ବର ୨୧ରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଛନ୍ତି ପାଟିଦାର । ଦ. ଆଫ୍ରିକା ବିପକ୍ଷରେ ଏକମାତ୍ର ଦିନିକିଆ ଖେଳିଛନ୍ତି ପାଟିଦାର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button