ରାଜ୍ୟ

ଆସନ୍ତା ୧୫ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା – Ibnodisha

[ad_1]

ଭୁବନେଶ୍ୱର : ଆସନ୍ତା ୧୫ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ମାଟ୍ରିକ ପରୀକ୍ଷା ଗତ ଫେବୃଆରୀ ୨୦ ତାରିଖ ଠାରୁ ଆରମ୍ଭ ହୋଇ ଗତ ମାର୍ଚ୍ଚ ୪ ତାରିଖରେ ଶେଷ ହୋଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ୫ଲକ୍ଷ ୭୨ହଜାର ୪୭୯ଜଣ ପରୀକ୍ଷାର୍ଥୀ ଦେଇଥିଲେ । ଆସନ୍ତା ୧୫ରୁ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ପରୀକ୍ଷା ହଲରେ କପି ରୋକିବା ପାଇଁ AI କ୍ୟାମେରା ଲଗାଯାଇଥିଲା । ଗତ ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ଶେଷ ହୋଇଯାଇଥିବାରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ସେଣ୍ଟରରୁ ଖାତା ଗୁଡିକ ବୋର୍ଡ଼ କାର୍ଯ୍ୟାଳୟରେ ପହଞ୍ଚିବ ପରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ୧୫ ଦିନ ମଧ୍ୟରେ ମୂଲ୍ୟାୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button