ରାଜ୍ୟ

ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ : ପ୍ରଧାନମନ୍ତ୍ରୀ – Ibnodisha

[ad_1]

ଚଣ୍ଡିଖୋଲ : ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ ମୋଦି ଗ୍ୟାରେଣ୍ଟି ସମାବେଶ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହିଲେ । ଆଜି ବିଜୁ ଜୟନ୍ତୀରେ ଓଡିଶାରେ ତାଙଅକୁ ନମନ ସୁଯୋଗ ମିଳିଛି । ଏତେ ବିଶାଳ ସଂଖ୍ୟା ପୂର୍ବର ମୁଡ୍ ଜଣାଇ ଦେଉଛି । ଓଡିଶାର ସଂକଳ୍ପ କଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ଅବକି ବାର୍ ଚାର୍‌ଶୋ ପାର୍ ସଂକଳ୍ପ ସ୍ପଷ୍ଟ ହେଉଛି । ଦେଶରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ପୁଣି ଥରେ । ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ । ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି ।  ଓଡିଶା ବିକଶିତ ଭାରତର ଗେଟ୍ ହେଉ । ଓଡିଶା ପଲିଷ୍ଟରର ଏକ ବଡ କେନ୍ଦ୍ର ହେବାକୁ ଯାଉଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button