ଦେଶ

ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ : ମଙ୍ଗଳବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ରାଜଭବନରେ ରାତ୍ରିଯାପନ କରିଛନ୍ତି। ଏହି ଗସ୍ତ ସମୟରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ସପ୍ତାହେ ମଧ୍ୟରେ ମୋଦିଙ୍କର ଏହା ଦ୍ଵିତୀୟ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ। ୫ଦିନ ତଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି ଆରାମବାଗରେ ଟିଏମସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ। ସୂଚନାଯୋଗ୍ୟ ଯେ, ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟ୍ରେନର ଲୋକାର୍ପଣ ପରେ ଆକାଶମାର୍ଗ ଯୋଗେ ବାରାସତ ଯିବେ ମୋଦି । ସେଠାରେ ୧୧ କିଲୋମିଟରର ଏକ ମେଗା ରୋଡ ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ରୋଡ଼ ସୋ ପରେ ମହିଳା ସମାବେଶକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button