ଦେଶ

ରାଜଧାନୀରେ ସେକ୍ସ ରାକେଟ: ପୁଲିସ ଚଢ଼ାଉ କରି ୨୯ଯୁବକ-ଯବତୀଙ୍କୁ କଲା ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ଗାଜିଆବାଦ ପୁଲିସ ଇନ୍ଦିରାପୁରାମର ଏକ ନାମୀ ହୋଟେଲ ଉପରେ ଚଢ଼ାଉ କରି ଏକ ବଡଧରଣର ସେକ୍ସ ରାକେଟ ମାନଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ୨୯ଜଣ ଯୁବକ-ଯୁବତୀଙ୍କୁ ଗିରଫ କରିଛି ପୁଲିସ । ଏହି ସେକ୍ସ ରାକେଟରେ ଆହୁରି ଅନେକ ଲୋକ ଯୋଡ଼ି ହୋଇଥିବା ପୁଲିସ ସନ୍ଦେହ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ , ଇନ୍ଦିରାପୁରମ ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଶକ୍ତି ବ୍ଲକ ୩ର ଦୀପ ରେସିଡେନ୍ସି ହୋଟେଲରେ ୨ ମାସ ଧରି ସେକ୍ସ ରାକେଟ ଚାଲି ଆସୁଥିଲା। ଅନେକ ଦିନରୁ ଏନେଇ ଖବର ମିଳିଥିବା ବେଳେ ପୁଲିସ ସୁଯୋଗ ଅପେକ୍ଷାରେ ଥିଲା। ଗତକାଲି ଏହି ହୋଟେଲରେ ପୁଲିସ ଆକସ୍ମିକ ଚଢ଼ାଉ କରି ହୋଟେଲ ମାଲିକ ପଙ୍କଜଙ୍କ ସମେତ ୧୮ଜଣ ଯୁବକ ଓ ୧୦ଜଣ ଯୁବତୀଙ୍କୁ ଗିରଫ କରିଛି। ଯାଞ୍ଚ ସମୟରେ ଘଟଣାସ୍ଥଳରୁ ପୁଲିସ ୩୯ଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ କିଛି ଜବତ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button