ରାଜନୀତି

ବିଜେପି ଏକା ଲଢିବା ସମ୍ଭାବନା – Ibnodisha

[ad_1]

ଭୁବନେଶ୍ୱର : ମେଣ୍ଟ ଆଲୋଚନା ନେଇ ବିଜେପି ନେତା ପୃଥ୍ୱୀରାଜଙ୍କ ପ୍ରତିକ୍ରିୟା । ସେ ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି କହିଲେ ପୃଥ୍ୱୀରାଜ । ସଭାପତି କେନ୍ଦ୍ରୀୟ ନେତୃତ୍ୱ ଆଗରେ ସ୍ପଷ୍ଟ ମତାମତ ରଖିଛନ୍ତି । ଆମେ ଏକାକୀ ଲଢିଲେ ଭଲ କରିବୁ ବୋଲି ରାଜ୍ୟ ସଭାପତି କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ସେଥିରେ ବିଶ୍ୱାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେ ଅନୁସାରେ ଆମେ ଚାଲିବୁ । ଯେତେଦୂର ସମ୍ଭବ, ବିଜେପି ଏକା ଲଢିବାର ବହୁ ସମ୍ଭାବନା ଅଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button