ରାଜ୍ୟ

ମେଣ୍ଟ ଆଲୋଚନା ହୋଇନି : ମନମୋହନ – Ibnodisha

[ad_1]

ଭୁବନେଶ୍ୱର : ଦିଲ୍ଲୀରୁ ଫେରି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ମେଣ୍ଟ ସମ୍ପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା କି ଆଲୋଚନା କିଛି ବି ହୋଇ ନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦୋହରାଇଥିଲେ ମନମୋହନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକି ଲଢ଼ିବ । ବିଜେପି କିଭଳି ସରକାର କରିବ ସେ ନେଇ ଆଲୋଚନା ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ଆଲୋଚନା ହୋଇଛି ।

ବିଜେପି ଏକା ଲଢିବା ସମ୍ଭାବନା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button