ରାଜନୀତି

ବିଜେପି ବିଧାନସଭାରେ ୮୦ ଓ ଲୋକସଭାରେ ୧୬ରୁ ଅଧିକ ଆସନରେ ଜିତିବ : ବିଜୟପାଲ ସିଂ ତୋମାର – Ibnodisha

[ad_1]

ଭୁବନେଶ୍ୱର : ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ବିଧାନସଭାରେ ୮୦ ଓ ଲୋକସଭାରେ ୧୬ରୁ ଅଧିକ ଆସନରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ଏଭଳି ଦୃଢୋକ୍ତ ଆଉ କେହି ନୁହେଁ ଖୋଦ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର କରିଛନ୍ତି । ସେ କହିଛନ୍ତି ଯେ ଉଭୟ ଦଳ ଭିତରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ବିଜେପି ୮୦ରୁ ଅଧିକ ସିଟ ପାଇ  ସରକାର ଗଢିବୁ । ଲୋକସଭାରେ ୧୬ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର କହିଛନ୍ତି ।

 

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button