ରାଜ୍ୟ

ହୁତୁହୁତୁ ନିଆଁରେ ଜଳୁଛି ଜଙ୍ଗଲ , ତୁରନ୍ତ ପଦକ୍ଷେପ ନେବାକୁ ବନ ବିଭାଗକୁ ଦାବି – Ibnodisha

[ad_1]

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ଅଧୀନସ୍ଥ ବୋଡ଼େନ ସଦରକୁ ଲାଗିରହିଥିବା ଗୁରୁବୁଡ଼ା ଜଙ୍ଗଲରେ ନିଆଁଲାଗି ବହୁ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ଧୂଆଁରେ ବାୟୁ ପ୍ରଦୂଷିତ ହେଉଛି। ତୁରନ୍ତ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି। , ୯ା୩ (ଇମିସ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନ କରନଡ଼ବା, ମହୁଲଝରନ, କୋଦାଲଡୁଙ୍ଗୁରି, ଗୋଡ଼ଧୁଆପଦର, ସାନମହେଶ୍ୱର ଆଦି ଗାଁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ସୁରକ୍ଷା କରାଯାଇପାରିବ ସେନେଇ ଘୁମୁରା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ବଡ଼ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଦଣ୍ଡସେନା, ଶିଳ୍ପା ସାହୁ, ମଦନା ଶବର ସହଯୋଗ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button